EMAIL: info@jecpublication.com PHONE: +91 8416955630
Add to Wishlist

Ipsita Swarga

189.00

Isbn-978-93-6976-910-0

ଓଡ଼ିଆ କଥା ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ,ସମାଜସେବା ଓ ସାରସ୍ବତ ସାଧନାରେ ବିଭାସିତ ତାଙ୍କ ବ୍ୟକ୍ତିସତ୍ତା । ଭୋଗୁଥ‌ିବା କାଳଖଣ୍ଡର ଭାବ ନିର୍ଯ୍ୟାସ, ନାନା ଘଟଣାର ଘନଘଟା, ଅଭିଜ୍ଞାନ ଓ ଅଭିଜ୍ଞତା ତାଙ୍କ ସୃଷ୍ଟିର ଚାରଣ ଭୂଇଁ । ଅସହାୟ ଜୀବନର ଧାରେ ଆଲୋକର ଆଶ୍ବାସନା ବିଞ୍ଚିଦେଉଥିବା ଶ୍ରୀମତୀ ଜେନାଙ୍କର ସୃଷ୍ଟି ସମୂହରେ କେବଳ ସଂସ୍କାରବାଦୀ ମାନସିକତା ଗୁମ୍ପିତ ହୋଇଛି ତାହାନୁହେଁ, ବରଂ ଝରିପଡିଛି ସମାଜକୁ ଶୁଦ୍ଧ କରିବାର ବିଭୋର ପଦାବଳି, ନିଷିଦ୍ଧ ଅଭିସାର, ଭଙ୍ଗା ସିଲଟ, ବେଳାଭୂମି, ଇଛାର ଈଶ୍ବରୀ, ମୋତୀଫୁଲ, ସିମନ୍ତିନୀ, ନିଃଶବ୍ଦ ଅନ୍ଧାର, ଶେଷ ଫଗୁଣର କଥା, ସାଗର କୂଳେ ଦିନେ, ପବିତ୍ର ପାପ ଆଦି ସୃଷ୍ଟି ନିଶ୍ଚୟ ଓଡ଼ିଆ ସାହିତ୍ୟର ଆବେଗକୁ ବିଭାସିତ କରିଛି କହିଲେ ଅତୃକ୍ତି ହେବନାହିଁ । ଲୋକ ମୁଖର ଭାଷା ମଧ୍ୟରେ ସାମାଜିକ ଜୀବନର ଘାତ,ପ୍ରତିଘାତ, ଦ୍ବନ୍ଦ, ଦୁଃଖ, ଦହନ ଯେପରି ଫୁଟି ଉଠିଛି ତାହା ଏକାନୁ ହୃଦ୍ୟ, ଉକ୍ତ ପୁସ୍ତକଟି ଅସୁମାରୀ ପାଠକୀୟ ଶ୍ରଦ୍ଧା ଲାଭ କରିବ ନିଶ୍ଚୟ ।
ପ୍ରକାଶକ

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “Ipsita Swarga”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    13
    Your Cart
    Remove
    The Complete Crescent
    3 X 349.00 = 1,047.00
    Remove
    PHARMACEUTICS- I
    3 X 499.00 = 1,497.00
    Remove
    The Petals
    2 X 299.00 = 598.00
    Remove
    "Renew, Reflect, Rejoice"
    2 X 349.00 = 698.00
    Remove
    "The Year of Possibilities"
    1 X 349.00 = 349.00
    Remove
    The Enduring Bond of Brother and Sister
    1 X 299.00 = 299.00
    Remove
    भारत दर्शनम्
    1 X 2,999.00 = 2,999.00
    Remove
    महाशिवरात्रि
    1 X 349.00 = 349.00
    ×