EMAIL: info@jecpublication.com PHONE: +91 8416955630
Add to Wishlist

Atasi Kusuma (Part: 7)

169.00

ISBN NO-978-93-6175-941-3

୧୯୬୫ ମସିହା ଜାନୁଆରୀ ମାସ ୧୫ ତାରିଖ କେନ୍ଦ୍ରାପଡା ଜିଲ୍ଲାର କଅଁରପୁରଠାରେ ମାତା ସରସ୍ବତୀ ନାୟକ ଏବଂ ପିତା ନଟବର ନାୟକଙ୍କ କୋଳମଣ୍ଡନ କରନ୍ତି ବିଶିଷ୍ଟ କବି, ଗାଳ୍ପିକ, ପ୍ରାବନ୍ଧିକ, ଔପନ୍ୟାସିକ ତଥା ବାସ୍ତବବାଦୀ କବି ଡଃ. ନିର୍ମଳ କୁମାର ନାୟକ ।

କର୍ମକୁ ଆଦରି ମାତୃଭୂମି ଛାଡ଼ି ସେ ମହାରାଷ୍ଟ୍ରର ନାଗପୁରଠାରେ ଅବସ୍ଥାପିତ ହୋଇଥିଲେ ମଧ୍ୟ ମାତୃଭୂମି ତଥା ମାତୃଭାଷାର ମମତା ତାଙ୍କୁ ମାନସ ଭାବେ ବାନ୍ଧିରଖୁଛି ନିଜ ପାଖରେ । ହୁଏତ ସେହି କାରଣରୁ ତାଙ୍କ ଲେଖନୀ ଚାଲିଛି ଏକ ଅସରନ୍ତି ସ୍ୟାହିର ମାର୍ଗରେ । ତାଙ୍କର ବିଭିନ୍ନ ଲେଖା ପ‌ତ୍ରପ‌ତ୍ରିକାଠାରୁ ନେଇ ଖବରକାଗଜ ଇତ୍ୟାଦିରେ ମଧ୍ଯ ପ୍ରକାଶିତ । ଜଣେ ଲୋକପ୍ରିୟ ତଥା ଉଦାର ଚରିତ୍ର ସହ ସାହିତ୍ୟ ଅନୁରାଗୀ ଭାବେ ସେ ବେଶ୍ ପରିଚିତ । ଅତସୀ କୁସୁମର ପୂର୍ବ ଛ’ ଗୋଟି ପୁସ୍ତକର ପାଠକାଦୃତି ତଥା ଲୋକପ୍ରିୟତା କ୍ରମେ ପ୍ରକାଶ ହେଉଛି ଅତସୀ କୁସୁମର ସପ୍ତମ ଭାଗ । କବିଙ୍କ କଲମର ଦୀର୍ଘାୟୁ କାମନା ପୂର୍ବକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।

Usually dispatched in 2 to 3 days
Safe & secure checkout
Categories: ,

Reviews

There are no reviews yet.

Be the first to review “Atasi Kusuma (Part: 7)”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×