Kabitare Rajaneetignya
₹199.00
ISBN NO:-978-93-6175-745-7
ଡ଼କ୍ଟର ସୀମାଞ୍ଚଳ ପ୍ରଧାନ ଭଞ୍ଜବିହାରରେ ପଢିଲା ଦିନୁଁ ଗବେଷଣା କାମରେ ନିୟୋଜିତ ଥିଲେ। ଅବସର ପରେ ସେ ଶିଶୁ, କିଶୋର କବିତା ଲେଖି ବହୁ ଚର୍ଚ୍ଚିତ। ଓଡିଶାର ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲେଖା ସ୍ଥାନିତ ହୋଇଥିବା କାହାକୁ ଅବିଦିତ ନୁହେଁ। ଏହି ଅବସରରେ ମୁଁ ତାଙ୍କର ମଙ୍ଗଳ କାମନା ସହ ଦୀର୍ଘାୟୁ କରିବା ପାଇଁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଛି।
Reviews
There are no reviews yet.