Kabitare Smarane
₹149.00
ସୀମାଞ୍ଚଳ ପ୍ରଧାନ ହେଉଛନ୍ତି ଜଣେ ପ୍ରାଧ୍ୟାପକ,ସମାଲୋଚକ ଓ କବି। ତାଙ୍କର ବିଭିନ୍ନ ପ୍ରବନ୍ଧ କୋଣାର୍କ, ଉତ୍କଳ ପ୍ରସଙ୍ଗ, ସପ୍ତର୍ଷି, ଅମୃତାୟନ ପ୍ରଭୃତି ପତ୍ରିକାରେ ପ୍ରକାଶିତ। କବିଙ୍କର ଚତୁର୍ଥ କବିତା ସଙ୍କଳନ ହେଉଛି ‘ କବିତାରେ ସ୍ମରଣେ ‘ ମୁଁ ତାଙ୍କର ନିରାମୟ ତଥା ଦୀର୍ଘ ଜୀବନ କାମନା କରୁଛି। – ପ୍ରକାଶକ –
Reviews
There are no reviews yet.