EMAIL: info@jecpublication.com PHONE: +91 8416955630
Add to Wishlist

Kashi Prasiddha Siddha Tantra Vidya

90.00

ପିତା ଦେବବ୍ରତ ଦାସ ଓ ମାତା ଲକ୍ଷ୍ମୀପ୍ରିୟାଙ୍କ ସୁଯୋଗ୍ୟ ସନ୍ତାନ ରୂପେ ଓଡ଼ିଶାର ମହାସିଦ୍ଧ ତନ୍ତ୍ରପୀଠ ହୀରାପୁର ଗ୍ରାମରେ ଚଉଷଠି ଯୋଗିନୀ ତନ୍ତ୍ର ପୀଠର ଭୂମିରେ ସାହିଲ୍ କୁମାର ଦାସଙ୍କ ଜନ୍ମ । ତନ୍ତ୍ର ସାହିତ୍ୟରେ ନିଜର ରୁଚି ଓ ସାଧନା ମାର୍ଗର ସଫଳ ଯାତ୍ରାରେ ସେ ନିଜ ଅନୁଭବ ଲୋକ କଲ୍ୟାଣ ନିମନ୍ତେ ପ୍ରଚାର ପ୍ରସାର କରିବା ପାଇଁ ସଂକଳ୍ପବଦ୍ଧ। ଲୋକ ତନ୍ତ୍ର ମନ୍ତ୍ରର ମାର୍ଗକୁ ହିନଦୃଷ୍ଟିରେ ନଦେଖି ବାସ୍ତବତା ସହ ତନ୍ତ୍ରର କେଉଁ ସମ୍ବନ୍ଧ ରହିଛି ତାହା ଜଣାଇବାକୁ ପ୍ରୟାସରତ । ସମାଜ ଆଖିରେ ତନ୍ତ୍ରକୁ ନେଇ ଲାଗିଥିବା ଭୟର ପରଦା ହଟେଇ ଆଧ୍ୟାତ୍ମିକ ମାର୍ଗ ଆଡକୁ ବାଟ କଢେଇ ନେବାର ଚେଷ୍ଟା ସେ ଜାରି ରଖିଛନ୍ତି ।

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “Kashi Prasiddha Siddha Tantra Vidya”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×