EMAIL: info@jecpublication.com PHONE: +91 8416955630
Add to Wishlist

Kintu Tathapi

159.00

Isbn-978-93-5749-999-6

ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଦେବେନ୍ଦ୍ରପୁର ଗ୍ରାମରେ ଶ୍ରୀଯୁକ୍ତ ଯୋଗେନ୍ଦ୍ରନାଥ ବାରିକ ଏବଂ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ବାରିକଙ୍କ ପୁତ୍ର ସନ୍ତାନ ଭାବେ ଇଂରାଜୀ ଏପ୍ରିଲ ୨୬ ତାରିଖ ୧୯୯୪ ମସିହାରେ ଜନ୍ମଗ୍ରହଣ କରନ୍ତି ଗାଳ୍ପିକ ରାଜେଶ କୁମାର ବାରିକ । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରୁ ହିଁ ଆରମ୍ଭ ହୋଇଯାଏ ସାହିତ୍ୟ ପ୍ରତି ଅହେତୁକ ଦୁର୍ବଳତା । ସେ କଲେଜର ପତ୍ର ପତ୍ରିକା ହେଉ ଅବା କେଉଁ ଖବରକାଗଜର ପୃଷ୍ଠା, ସବୁଠି ସୃଷ୍ଟି କରିପାରିଛନ୍ତି ନିଜର ସ୍ୱାତନ୍ତ୍ର୍ୟତା । କବିତା ଲେଖାରୁ ଆରମ୍ଭ କରି ଗଳ୍ପ ଏବଂ ନାଟକ ଯାଏଁ ଲମ୍ବିଛି ଲେଖକଙ୍କ କଲମ। “ବିଶ୍ୱାସ” ନାମରେ ଗାଳ୍ପିକଙ୍କର ଏକ ଗଳ୍ପ ସଂକଳନ ୨୦୧୯ ମସିହାରେ ପ୍ରକାଶିତ ହେବା ସହ ଏକ ନାଟକ ମଧ୍ୟ ଯାଜପୁର ଓସଏଫ୍ କ୍ୟାମ୍ପରେ ୨୦୨୪ ମସିହାରେ ପ୍ରଦର୍ଶିତ ମଧ୍ୟ ହୋଇସାରିଛି । ଗାଳ୍ପିକଙ୍କର ଦ୍ୱିତୀୟ ଗଳ୍ପ ସଂକଳନ ଭାବେ “କିନ୍ତୁ,ତଥାପି!” ଢେର୍ ପାଠକୀୟ ଆଦୃତି ଲାଭ ନେଇ ଆଶା ଓ ବିଶ୍ୱାସ ।

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “Kintu Tathapi”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×