EMAIL: info@jecpublication.com PHONE: +91 8416955630
Add to Wishlist
-21%

KitKat

159.00

ସାହିତ୍ୟର ସାଗରରେ ପ୍ରତ୍ୟେକ ବିନ୍ଦୁକୁ ଭୋଗିବାର ଆଶା ଏବଂ ଆକାଂକ୍ଷା ନେଇ ଉଭୟ ଲେଖକ ତଥା ପାଠକ ଭାବେ ପରିଚିତ ଯୁବ ଗାଳ୍ପିକ ସତ୍ୟ ରଞ୍ଜନ ମିଶ୍ର, ଜଗତସିଂହପୁର ଜିଲ୍ଲା ଅଢଙ୍ଗ ଶାସନରେ ମାତା ନିରୁପମା ମିଶ୍ର ଓ ପିତା ନିରଞ୍ଜନ ମିଶ୍ରଙ୍କ କୋଳ ମଣ୍ଡନ କରିଥିଲେ । ପଦାର୍ଥ ବିଜ୍ଞାନରେ ସ୍ନାତକ ସରିବା ପରେ ବିଜେବି ସୋୟଂଶାସିତ ମହାବିଦ୍ୟାଳୟରୁ ବିଏଡ଼ ପାଠ୍ୟକ୍ରମ ସମାପ୍ତ କରିଛନ୍ତି । ଗାଳ୍ପିକଙ୍କର ସିଦ୍ଧାର୍ଥ ଗଳ୍ପ ସଂକଳନ ପରେ ପରେ କିଟ୍ କାଟ୍ ଦ୍ୱିତୀୟ ସ୍ୱରଚିତ ଗଳ୍ପ ସଂକଳନ । ବୟସ ଅଳ୍ପ ହେବା ସତ୍ତ୍ୱେ ଜୀବନକୁ ବୁଝିବା, ଭୋଗିବା ଓ ତାଳ ଦେଇ ଚାଲିବାର ମାଧ୍ୟମ ଭିତରେ କିଛି ବାସ୍ତବ ଓ ଅବାସ୍ତବ ଘଟଣା ଦୁର୍ଘଟଣା ତଥା ପରିକଳ୍ପନାକୁ ସେ ଲେଖି ବସନ୍ତି ନିଜ କଲମ ମୁନରେ । ତାଙ୍କ କହିବା ଅନୁଯାୟୀ,” ଗୋଟିଏ ଦେଶରେ ଜଣେ ସୁନ୍ଦରୀ ରାଜ କୁମାରୀ ଥିଲେ ରୁ ଗଳ୍ପ ସବୁବେଳେ ଆରମ୍ଭ ହୋଇ ଜଣେ ସାହସୀ ରାଜ କୁମାରଙ୍କ ଘୋଡା ଚଢ଼ି ଆସିବାଠି ସମାପ୍ତ ହୁଏନି, ବେଳେବେଳେ ଫୁଟ୍ ପାଥ୍ ରୁ ଆରମ୍ଭ ହେଇ ଝୁମ୍ପୁଡି ଘରେ ବିଶ୍ରାମ କରି ମଶାଣି ଜୁଇରେ ମଧ୍ୟ ଜଳିପରେ ବା ଜାଳି ପାରେ । ” ଗଳ୍ପ ନିୟମ ବଦ୍ଧ ନ ହୋଇ ଏକ ସମ୍ଭାବନା ବା ବେଧଡ଼କ ବେହିସାବୀ ବେଲଗାମ୍ ହୋଇ ଚାଲିରହୁ ।

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “KitKat”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×