Krushna Tume Galapare
₹159.00
Isbn-978-93-6976-004-6
ରାଧେଶ୍ୟାମ ମିଶ୍ର ଏକାଧାରରେ ଜଣେ କବି, କଳାକାର, ସଙ୍ଗୀତଜ୍ଞ ଏବଂ ନାଟ୍ୟକାର । କବିତା ତ ଅନେକେ ଲେଖନ୍ତି, ହେଲେ ରାଧେଶ୍ୟାମଙ୍କ ଲେଖନୀ ଲେଖାଯାଏ ଜୀବନର କଥା, ଲହୁ ଲୁହର କଥା, ମାଟି ଆକାଶର କଥା ଓ ପ୍ରେମ ବିରହର କଥା । ତାଙ୍କ ଦ୍ବାରା ପୂର୍ବ ପ୍ରକାଶିତ ପୁସ୍ତକ ନିଃଶବ୍ଦ ଝଡ଼ର ଅନେକ ପାଠକୀୟ ଆଦୃଷ୍ଟି ପରେ ପରେ କୃଷ୍ଣା ତୁମେ ଗଲାପରେ ତାଙ୍କର ଦ୍ବିତୀୟ କବିତା ସଙ୍କଳନ । ରାଧେଶ୍ୟାମ ଆଧୁନିକ କବିତା ଜଗତରେ ଯେ ଏକ ଉଜ୍ଜ୍ବଳ ଜ୍ୟୋତିଷ୍କ ଏହା ଫାଙ୍କିଦେଇ ହେବନାହିଁ । ତାଙ୍କ ଲେଖନୀରେ ପ୍ରତ୍ୟକଟି ଶବ୍ଦ ଜୀବନ୍ଧ ହୋଇ ଉଠିଛନ୍ତି, କବିତାର ଛନ୍ଦରେ ଗଢିଛନ୍ତି ପ୍ରେମର ପୂନ୍ୟଶ୍ଳୋକ, ପ୍ରେମକୁ ଜୀବନୁ କରିବାରେ ସେ ଯେତିକି ପାରଙ୍ଗମ ବିଚ୍ଛେଦକୁ ଜୀବନ୍ୟାସ ଦେବାରେ ସେ ସେତିକି ଧୁରନ୍ଧର, ତାଙ୍କର ଏ ଦ୍ବିତୀୟ ସକବିତା ସଂକଳନଟି ପାଠକଙ୍କ ହୃଦୟରେ ନିଶ୍ଚିତ ପ୍ରେମର କୋଣାର୍କ ଗଢ଼ିବ ଏହା । ବିଶ୍ବାସ ।
Reviews
There are no reviews yet.