EMAIL: info@jecpublication.com PHONE: +91 8416955630
Add to Wishlist

Majdur Jhia

199.00

Isbn-978-93-6976-398-6

ଯାଜପୁର ଜିଲ୍ଲା ଅରେଇ ଗ୍ରାମରେ ୧୯୯୯ ମସିହା ସେପ୍ଟେମ୍ବର ମାସ ୮ ତାରିଖରେ ମାତା ଭାଗ୍ୟବତୀ ମିଶ୍ର ଏବଂ ପିତା ଦେବେନ୍ଦ୍ର ପ୍ରସାଦ ମିଶ୍ରଙ୍କ କୋଳମଣ୍ଡନ କରନ୍ତି ପ୍ରବୀଣ କବି ତଥା ଗାଳ୍ପିକ ଆଶୁତୋଷ ମିଶ୍ର । ଗଣିତରେ ସ୍ନାତକ ଏବଂ ଓଡ଼ିଆ ଅନର୍ସରେ ସ୍ନାତକୋତ୍ତର ହାସଲ କରିବା ସହ କବି ପ୍ରଶାସନିକ ସେବା ନିମନ୍ତେ ଅଧ୍ୟୟନ ଜାରି ରଖିଛନ୍ତି ।

ସାହିତ୍ୟ ପ୍ରତି ଗଭୀର ଶ୍ରଦ୍ଧା ଏବଂ ଭଲ ପାଇବା କବିଙ୍କୁ ଦେଇଛି ଖୁବ୍ ସମ୍ମାନ ଏବଂ ପ୍ରେରଣା । ଭାବ ଉତ୍ତରଣ ସରସ୍ବତୀ କବି ସମ୍ମାନ, କୋଠଘର କବି ସମ୍ମାନ, ନେତାଜୀ ସାହିତ୍ୟ ସମ୍ମାନ, ପ୍ରଥମା ଭଳି ବିଭିନ୍ନ ସମ୍ମାନରେ କବି ସମ୍ମାନିତ । ଗଳ୍ପ ପୁସ୍ତକ “ମଧୁ କିନ୍ନର ଓ ଅନ୍ୟାନ୍ୟ ଗଳ୍ପ”ର ବିପୁଳ ପାଠକୀୟତା ପରେ ପରେ “ମଜଦୁର୍ ଝିଅ” ଲେଖକଙ୍କ ଦ୍ୱିତୀୟ ପୁସ୍ତକ ହେବା ସହ ପ୍ରଥମ କବିତା ବହି । ଆଶା ଲେଖକଙ୍କ ସାହିତ୍ୟ ଯାତ୍ରା ଖୁବ୍ ଦୀର୍ଘ ହେବାସହ, ଏଭଳି ଅନେକ ଲେଖନୀ ଲେଖକଙ୍କ ମୁନରୁ ନିତ୍ୟ ଝରୁଥାଉ ।
ପ୍ରକାଶକ

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “Majdur Jhia”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×