EMAIL: info@jecpublication.com PHONE: +91 8416955630
Filter
Quick View
Add to Wishlist
CompareCompare
Add to cartView cart

Divya Muhurta

₹189.00
ଡ. ସଙ୍ଗୀତା ନାଏକ ପୁରୋହିତ ୧୯୬୧, ସେପ୍ଟେମ୍ବର ୧୪ ଗଣେଶ ପୂଜା ଦିନ ସ୍ୱର୍ଗତ ସତ୍ୟନାରାୟଣ ନାୟକ ଓ ସ୍ୱର୍ଗତା ସରଜୁ ଦେବୀଙ୍କ ପଞ୍ଚମ ସନ୍ତାନ ରୂପେ ମୋଦିପଡ଼ା ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥିଲେ। ମୋଦିପଡ଼ା ପ୍ରାଥମିକ ବିଦ୍ୟାଳୟ, ଲେଡୀଲୁଇସ୍ ଉଚ୍ଚମାଧ୍ୟମିକ ବାଳିକା ବିଦ୍ୟାଳୟରୁ ମେଟ୍ରିକ୍ ପାସ୍ ପରେ ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ଓଡ଼ିଆ ସମ୍ମାନରେ ସ୍ନାତକ ଓ ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଲା ପରେ ଔପନ୍ୟାସିକ ଗୋବିନ୍ଦ ଦାସ ଉପରେ ଗବେଷଣା କରି ଏମ୍.ଫିଲରେ ଉତ୍ତୀର୍ଣ୍ଣ ହୋଇ ସାଂପ୍ରତିକ ଓଡ଼ିଆ କବିତାରେ ରହସ୍ଯବାଦୀ ଚେତନା(୧୯୪୭ ପରବର୍ତ୍ତୀ) ନାମକ ସନ୍ଦର୍ଭ ଲେଖି ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି । ଜଣେ ଛାତ୍ର ବତ୍ସଳ ଓଡ଼ିଆ ଅଧ୍ୟାପିକା ଭାବେ ଝାରସୁଗୁଡ଼ା ଜିଲ୍ଲାରେ ଜଣାଶୁଣା ଡ.ସଙ୍ଗୀତା ନାଏକ ୨୦୨୧ ଏପ୍ରିଲ ମାସରେ ଅବସର ନେବା ପରେ ମଧ୍ୟ ଓଡ଼଼ିଶା ରାଜ୍ୟମୁକ୍ତ ବିଶ୍ଵବିଦ୍ୟାଳୟରେ ଓଡ଼ିଆ ବିଭାଗର ମୁଖ୍ୟ ଭାବେ ଦୁଇବର୍ଷ କାଳ ଦକ୍ଷତାର ସହ ସହପ୍ରଧ୍ୟାପିକାର କାର୍ଯ୍ୟ ତୁଳାଇ, ଶିକ୍ଷାବର୍ଷ ୨୦୨୫-୨୬ରେ ସେ ଗଙ୍ଗାଧର ମେହେର କନିଷ୍ଠ ମହାବିଦ୍ୟାଳୟରେ ଅତିଥି ଅଧ୍ୟାପିକା ଭାବେ କାର୍ଯ୍ୟ ସମ୍ପାଦନା କରିଛନ୍ତି । ପେଶାରେ ଅଧ୍ୟାପିକା ହେଲେ, ସାହିତ୍ୟ ତାଙ୍କର ନିଶା । ଜଣେ ଉଚ୍ଚ କୋଟୀର ସାହିତ୍ୟ ସାଧିକା ଭାବେ ଛାତ୍ରୀ ଜୀବନରୁ ସେ ଲେଖା ଆରମ୍ଭ କରି କବିତା-ଗଳ୍ପ-ପ୍ରବନ୍ଧ-ସମୀକ୍ଷା ଦ୍ଵାରା ଓଡ଼଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରି ଚାଲିଛନ୍ତି । ମା'ଙ୍କର ସୁସ୍ଥ ଓ ନିରାମୟ ଦୀର୍ଘ ଜୀବନ ପାଇଁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା । ସାକ୍ଷୀ ଅଗ୍ରୱାଲ

-8%
Quick View
Add to Wishlist
CompareCompare
Add to cartView cart
-8%
Quick View
Add to Wishlist

Indradhanu (Jibanara SaptaRanga)

₹185.00
Add to cartView cart
Quick View
Add to Wishlist
CompareCompare
Add to cartView cart

Ipsita Swarga

₹189.00
Quick View
Add to Wishlist

Ipsita Swarga

₹189.00
Add to cartView cart
Quick View
Add to Wishlist
CompareCompare
Add to cartView cart

Jibanara Chalapathe Kala, Sanskruti O Sahitya

₹199.00
ଜୀବନ କ’ଣ? ଦ୍ୱନ୍ଦ ଓ ବିଶ୍ୱାସର ଦୋଳାୟମାନ ଯାତ୍ରା।
ସଂସ୍କୃତି କ’ଣ? ତମସୋମା ଜ୍ୟୋତିର୍ଗମୟର ଅନ୍ବେଷଣ।
ସାହିତ୍ୟ କ’ଣ? ଖୋଲା ପୃଷ୍ଠା ଭଳି ଆତ୍ମ-ସ୍ୱୀକାର।
ଏଇ ତିନି ପ୍ରଶ୍ନର ଉତ୍ତର ଖୋଜେ ଏଇ ପୁସ୍ତକ "ଜୀବନର ଚଳାପଥେ କଳା ସଂସ୍କୃତି ଓ ସାହିତ୍ୟ"।
ଡ. ସଙ୍ଗୀତା ନାଏକ ପୁରୋହିତ। ସମ୍ବଲପୁର ମାଟିରୁ ଜନ୍ମ ନେଇଥିବା ଏଇ ନାମ ଆଜି ଓଡ଼ିଆ ସାହିତ୍ୟର ଏକ ନିରବ ଶକ୍ତି।
ତାଙ୍କ କଲମ ସରଳ, କିନ୍ତୁ ତା ଭିତରେ ଥିବା ଭାବ ପାଠକକୁ ବୁଡ଼ାଇ ଦିଏ। 'ବିକ୍ଷିପ୍ତ ମୁହୂର୍ତ୍ତ'ରେ ଜୀବନର ଦ୍ୱନ୍ଦ, 'ସ୍ପନ୍ଦିତ ମୁହୂର୍ତ୍ତ'ରେ ଆତ୍ମ-ସମ୍ମାନ, ଆଉ 'ଦିବ୍ୟ ମୁହୂର୍ତ୍ତ'ରେ ସନାତନ ଚେତନା - ଏଇ ତ୍ରୟୀ ତାଙ୍କ ସାହିତ୍ୟର ଆତ୍ମା।
ଜଣେ ଗୁରୁ ଭାବେ ସେ ହଜାର ହଜାର ଶିଷ୍ୟଙ୍କୁ କେବଳ ପାଠ ନୁହେଁ, ମଣିଷ ହେବା ଶିଖାଇଛନ୍ତି। ଅବସର ପରେ ବି କର୍ମକୁ ମନ୍ଦିର ଭାବି ଫେରି ଆସିଥିବା ଜଣେ ଅନନ୍ୟ ଗୁରୁ ।
ଏଇ ପୁସ୍ତକ ତାଙ୍କର ସୃଷ୍ଟି ନୁହେଁ, ଏଇଟା ତାଙ୍କର ଜୀବନ।
ଯେଉଁଠି କଳା ଅଛି, ସଂସ୍କୃତି ଅଛି, ଆଉ ସବୁଠୁ ଉପରେ ଅଛି - ମାନବତା।
"ମୁଁ ଶାଶ୍ୱତ, ସନାତନ ମୋର ପରିଚୟ"
ଏଇ ପୁସ୍ତକ ପଢ଼ିଲେ ଜଣେ ବୁଝିପାରିବ - ସାହିତ୍ୟ କେମିତି ଜୀବନର ଚଳାପଥକୁ ଆଲୋକିତ କରେ।
ଜୟ ଜଗନ୍ନାଥ
 ସାକ୍ଷୀ ଅଗ୍ରୱାଲ

Kabitare Baigyanika

₹159.00
Add to cartView cart
Quick View
Add to Wishlist
CompareCompare
Add to cartView cart
Quick View
Add to Wishlist

Kabitare Dibasa

₹159.00
Add to cartView cart
Quick View
Add to Wishlist
CompareCompare
Add to cartView cart

Kabitare Nariprativa

₹159.00
ଶ୍ରୀ ସୀମାଂଚଳ ପ୍ରଧାନ,ଭଞ୍ଜ ବିହାରରେ ପଢିଲା ସମୟରେ ସ୍ୱର୍ଗତ ପ୍ରଫେସର ଡକ୍ଟର ସୁଦର୍ଶନ ଆଚାର୍ଯ୍ୟଙ୍କ ଠାରୁ ପ୍ରେରଣା ପାଇ ସମାଲୋଚନା ଗ୍ରନ୍ଥରେ ମନୋନିବେଶ କଲେ। ପ୍ରାଧ୍ୟାପକରୁ ଅବସର ନେଲାପରେ ସେ କବି‌ ଭାବରେ ଜୀବନ ବିତାଉଛନ୍ତି। ତାଙ୍କ ରଚିତ ଗ୍ରନ୍ଥ ମଧ୍ୟରେ ସମାଲୋଚନା ‌ତରଙ୍ଗ, ଓଡ଼ିଆଣୀର‌ଦିନଚର୍ଯ୍ୟା ଅନ୍ୟତମ। ସେ ୩୦ ଖଣ୍ଡ ପୁସ୍ତକ ରଚନା କରି ଲୋକ ଲୋଚନକୁ ଆସି ପାରିଛନ୍ତି। ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ କବିତାରେ ଦିବସ, କବିତାରେ ପରବ, କବିତାରେ ଶାସକ, କବିତାରେ ପାଦ ଚିହ୍ନ, କବିତାରେ ନାଟ୍ୟକାର ହେଉଛି ଅନ୍ତର୍ଭୁକ୍ତ। ଠାକୁରେତାଙ୍କର ମଙ୍ଗଳ କରନ୍ତୁ, ଏହାହିଁ ମୋର ଏକମାତ୍ର ପ୍ରାର୍ଥନା।

Kabitare Natyakara

₹159.00
ଡ଼କ୍ଟର ସୀମାଞ୍ଚଳ ପ୍ରଧାନ ଏକାଧାରରେ ଜଣେ ସମାଲୋଚକ ଓ କବି। ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କ ଦାନ ଅତୁଳନୀୟ। ତାଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ ସମାଲୋଚନା ତରଙ୍ଗ, କବିତାରେ ଦିବସ, ଓଡ଼ିଆଣୀର ଦିନଚର୍ଯ୍ୟା, କବିତାରେ ବାର୍ତ୍ତା, କବିତାରେ ପରବ, କବିତାରେ ଜଗନ୍ନାଥ ,କବିତାରେ ସୁରଭି ହେଉଛି ଅନ୍ୟତମ। ସେ ନିରୋଗ ରହନ୍ତୁ ,ପ୍ରଭୁ ଜଗନ୍ନାଥଙ୍କ ଠାରେ ମୋର ଏତିକି ପ୍ରାର୍ଥନା।

Kabitare Sashaka

₹129.00
Add to cartView cart
Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    1
    Your Cart
    Remove
    Kabitare Nariprativa
    1 X ₹159.00 = ₹159.00
    ×