EMAIL: info@jecpublication.com PHONE: +91 8416955630
Add to Wishlist

189.00

ISBN:- 978-93-6976-108-1 

Author:- Saroj Kumar Sahu

Total Pages:- 93

Usually dispatched in 2 to 3 days
Safe & secure checkout
Category:

ଭିନ୍ନତାର ସ୍ୱାଦ ସବୁବେଳେ ଆକର୍ଷଣୀୟ ହୋଇଥାଏ । ଜନ୍ମ ଓ ଜୀବନ ସବୁବେଳେ କିଛି ନୂଆଁ କଥା ଜନ୍ମ ଦିଏ । ପ୍ରଶ୍ନ ଓ ମଣିଷର ମନ ସବୁବେଳେ ନୂତନ ଉନ୍ମାଦନା ସୃଷ୍ଟି କରେ ତେଣୁ ତାକୁ ବୁଝି ପାରିବାର କଳା ଏକ ଅଦୃଶ୍ୟ ଗଣିତର ଯାତ୍ରା ଅଟେ ନିଶ୍ଚୟ । ମଣିଷର ପ୍ରତ୍ୟେକ ପଦକ୍ଷେପ ସଂଖ୍ୟା ମାନଙ୍କ ନିରବ ଯାତ୍ରା ଅଟେ ।

“ଅଙ୍କର ଅଦୃଶ୍ୟ ରହସ୍ୟ” ପୁସ୍ତକରେ ଲେଖକ ଶ୍ରୀ ସରୋଜ କୁମାର ସାହୁ ଅତ୍ୟନ୍ତ ସରଳ, ପ୍ରାମାଣିକ ଓ ଗଭୀର ଶୈଳୀର ଯୁଗଳ ବନ୍ଦୀରେ ସଂଖ୍ୟା ଓ ମାନବ ଜନ୍ମ ମଧ୍ୟରେ ଥିବା ଅଦ୍ଭୁତ ସମ୍ପର୍କକୁ ଉପସ୍ଥାପନ କରିଛନ୍ତି । ଏହା କେବଳ ମାତ୍ର ପୁସ୍ତକ ନୁହେଁ ବରଂ ଆତ୍ମ ଅନୁସନ୍ଧାନ ତଥା ଜୀବନ ବୋଧର ଏକ ନୂତନ ଦିଗନ୍ତ ଅଟେ ।
ଏକ ଗବେଷଣା ଓ ଅଧ୍ୟୟନର ମିଳିତ ସ୍ୱରୂପ ଅଟେ। ଯେଉଁ ଠାରେ କି ଲେଖକଙ୍କ ଦୀର୍ଘ ଅନୁଭବର ଯାତ୍ରା, ସଂଖ୍ୟାର ଅନ୍ତର୍ନିହିତ ଶକ୍ତି, ଜୀବନର ସମ୍ଭାବନା ଓ ନିଷ୍ପତିର ଗୁପ୍ତ ସୂତ୍ର ଜାଣିବାର ଇଚ୍ଛା ରଖୁଥିବା ପ୍ରତ୍ୟେକ ପାଠକଙ୍କ ପାଇଁ ଏକ ମୂଲ୍ୟବାନ ଉପହାର ହେବ ।

ଶ୍ରୀ ସରୋଜ କୁମାର ସାହୁ ଙ୍କର ପୂର୍ବ ପ୍ରକାଶିତ “ପତିତପାବନଙ୍କ ଅମର ଗାଥା” ଓ “ଆଦ୍ୟ ଆଷାଢ଼” ଭଳି “ଅଙ୍କର ଅଦୃଶ୍ୟ ରହସ୍ୟ” ପୁସ୍ତକ ପୂର୍ବବତ୍ ପାଠକଙ୍କ ମନରେ ନୂତନ ଚିନ୍ତାଧାରାର ସଞ୍ଚାର କରିବ ଓ ଅଙ୍କର ଅଦୃଶ୍ୟ ସତ୍ୟତା ଜାଣିବାକୁ ନୂତନ ଆଗ୍ରହ ସୃଷ୍ଟି କରିବ ।
–ପ୍ରକାଶକ

Reviews

There are no reviews yet.

Be the first to review “”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×