Abujha Indradhanura Chhita
₹159.00
ISBN-978-93-6175-728-0
କବିତାର ସ୍ୱର ସବୁବେଳେ ସତେଜ୍ । କେତେବେଳେ ପ୍ରେମ, ପ୍ରଣୟ, ପ୍ରୀତିର ସ୍ପର୍ଶରେ ନିଜକୁ ପୂର୍ଣ୍ଣକରେ, ତ ଆଉ କେତେବେଳେ ବିରହ ଯନ୍ତ୍ରଣା ଅବା ବିପ୍ଳବର ମସାଲ୍ ଧରି ନିଜକୁ ଶକ୍ତ ଓ ଶାଣିତ କରେ । ଭିନ୍ନଭିନ୍ନ ସ୍ୱର ମାନଙ୍କୁ ନେଇ ଆପଣମାନଙ୍କ ସାମ୍ନାରେ ଅବୁଝା ଇନ୍ଦ୍ରଧନୁର ଛିଟା ।
Reviews
There are no reviews yet.