EMAIL: info@jecpublication.com PHONE: +91 8416955630
Add to Wishlist

Atasi Kusuma (part-3)

175.00

୧୯୬୫ ମସିହା ଇଂରାଜୀ ମାସ ଜାନୁଆରୀ ୧୫ ତାରିଖରେ କେନ୍ଦ୍ରାପଡା ଜିଲ୍ଲା କଅଁରପୁର ଠାରେ ମାତା ସରସ୍ୱତୀ ନାୟକ ଏବଂ ପିତା ନଟବର ନାୟକଙ୍କ କୋଳ ମଣ୍ଡନ କରିଥିଲେ କବି ଡ଼ଃ. ନିର୍ମଳ କୁମାର ନାୟକ । ମହାରାଷ୍ଟ୍ରର ନାଗପୁର ଠାରେ ଅବସ୍ଥାପିତ ହୋଇ ମଧ୍ୟ ମାତୃଭୂମି ଓ ଭାଷାର ମମତା ପ୍ରେମରେ ଚିର କାଳ ଲାଗି ନିଜକୁ ଉତ୍ସର୍ଗ ପୂର୍ବକ ରଚନା କରି ଚାଲିଛନ୍ତି କବିତା, ଗଳ୍ପ, ପ୍ରବନ୍ଧ ସହ ଅନ୍ୟାନ୍ୟ ସାହିତ୍ୟ। ପ୍ରେମ ଯେ ଈଶ୍ୱରୀୟ ସୃଷ୍ଟି, ଏଥିରେ ଦ୍ବିମତ ନାହିଁ । କିନ୍ତୁ ଏହା ସହ ଈଶ୍ୱର ଯେ ପ୍ରେମର ପ୍ରତ୍ୟେକ ସ୍ଥିତି ଦୁଃସ୍ଥିତି ସହ ଅଙ୍ଗାଙ୍ଗୀ ସମ୍ପୃକ୍ତ ଅନୁଭୂତି, ଏଥିରେ କୌଣସି ସନ୍ଦେହ ନାହିଁ । ପ୍ରେମ ସହ ଈଶ୍ୱର, ଈଶ୍ୱରଙ୍କ ସହ ସଂସାର ଓ ସଂସାର ଭିତରେ ଭକ୍ତ ଭକ୍ତିର ମାଧ୍ୟମ ସ୍ୱରୂପ ସୁସ୍ପଷ୍ଟ କବିତାର ସଂକଳନ ତୃତୀୟ ଭାଗ ଅତସୀ କୁସୁମ ।

ପ୍ରଭୁ ଜଗନ୍ନାଥଙ୍କ ଚରଣାରବିନ୍ଦରେ ସମର୍ପଣ ପୂର୍ବକ ପାଠକୀୟ ଆଦୃତିର ଆଶା ନେଇ ପୁଣି ଥରେ ନୂଆ ରୂପରେ “ଅତସୀ କୁସୁମ” ଭାଗ ତୃତୀୟ ଆପଣ ମାନଙ୍କ ଅପେକ୍ଷାରେ ।
ପ୍ରକାଶକ

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “Atasi Kusuma (part-3)”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×