Atasi Kusuma (Part: 5)
₹159.00
ଜନ୍ମଭୂମିଠାରୁ ଦୂରେଇ ରହିବା ସତ୍ତ୍ୱେ ମାତୃଭୂମି ତଥା ମାତୃଭାଷାପ୍ରତି ଥିବା ସମ୍ମାନ, ପ୍ରେମ ଓ ମମତାର ପ୍ରତିଫଳନ ସ୍ୱରୂପ ବାସ୍ତବବାଦୀ କବି ଡ଼ଃ. ନିର୍ମଳ କୁମାର ନାୟକ ରଚନା କରିଚାଲିଛନ୍ତି ନିଜର ମନୋଜ୍ଞ କବିତାର ଧାରା । ଧର୍ମପତ୍ନୀଙ୍କ ନାମାନୁସାରେ ଅଦ୍ୟାବଧି ଚାରିଗୋଟି କବିତା ପୁସ୍ତିକାର ସଫଳ ପ୍ରକାଶନ ଏବଂ ପାଠକୀୟ ଆଦୃତି ପରେ ପରେ ପୁନଃଶ୍ଚ ସମାଜ, ସଂସ୍କାର, ପ୍ରେମ, ପ୍ରଣୟ, ଅନୁଭୂତି ସହ ଅଭିମାନ ଓ ଭାବପ୍ରବଣର ମିଶ୍ରିତ କୋଳାହଳନେଇ ପ୍ରକାଶ ପାଉଛି ଅତସୀ କୁସୁମ (ପଞ୍ଚମ ମନୋଜ୍ଞ କବିତା ସଙ୍କଳନ) ।
କବିଙ୍କର ପୂର୍ବ ପ୍ରକାଶିତ ସମସ୍ତ ପୁସ୍ତକ ଗୁଡ଼ିକ ଭଳି ଅତସୀ କୁସୁମ (ଭାଗ: ପଞ୍ଚମ) ଅନେକ ପାଠକୀୟ ଆଦୃତି ପାଇବା ନେଇ ଦୃଢ଼ ଆଶା ଓ ବିଶ୍ୱାସ ।
ପ୍ରକାଶକ
Reviews
There are no reviews yet.