EMAIL: info@jecpublication.com PHONE: +91 8416955630
Add to Wishlist

Atasi Kusuma (Part: 5)

159.00

ଜନ୍ମଭୂମିଠାରୁ ଦୂରେଇ ରହିବା ସତ୍ତ୍ୱେ ମାତୃଭୂମି ତଥା ମାତୃଭାଷାପ୍ରତି ଥିବା ସମ୍ମାନ, ପ୍ରେମ ଓ ମମତାର ପ୍ରତିଫଳନ ସ୍ୱରୂପ ବାସ୍ତବବାଦୀ କବି ଡ଼ଃ. ନିର୍ମଳ କୁମାର ନାୟକ ରଚନା କରିଚାଲିଛନ୍ତି ନିଜର ମନୋଜ୍ଞ କବିତାର ଧାରା । ଧର୍ମପତ୍ନୀଙ୍କ ନାମାନୁସାରେ ଅଦ୍ୟାବଧି ଚାରିଗୋଟି କବିତା ପୁସ୍ତିକାର ସଫଳ ପ୍ରକାଶନ ଏବଂ ପାଠକୀୟ ଆଦୃତି ପରେ ପରେ ପୁନଃଶ୍ଚ ସମାଜ, ସଂସ୍କାର, ପ୍ରେମ, ପ୍ରଣୟ, ଅନୁଭୂତି ସହ ଅଭିମାନ ଓ ଭାବପ୍ରବଣର ମିଶ୍ରିତ କୋଳାହଳନେଇ ପ୍ରକାଶ ପାଉଛି ଅତସୀ କୁସୁମ (ପଞ୍ଚମ ମନୋଜ୍ଞ କବିତା ସଙ୍କଳନ) ।

କବିଙ୍କର ପୂର୍ବ ପ୍ରକାଶିତ ସମସ୍ତ ପୁସ୍ତକ ଗୁଡ଼ିକ ଭଳି ଅତସୀ କୁସୁମ (ଭାଗ: ପଞ୍ଚମ) ଅନେକ ପାଠକୀୟ ଆଦୃତି ପାଇବା ନେଇ ଦୃଢ଼ ଆଶା ଓ ବିଶ୍ୱାସ ।

ପ୍ରକାଶକ

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “Atasi Kusuma (Part: 5)”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×