EMAIL: info@jecpublication.com PHONE: +91 8416955630
Add to Wishlist

Atasi Kusuma (Part: 6)

159.00

ଆବାହମାନ କାଳରୁ ସୃଷ୍ଟି ସହ ସ୍ରଷ୍ଟା ଏକ ସୁସ୍ଥ ସମାଜ ଗଢିବାରେ ମୁଖ୍ୟ ଭୂମିକା ଗ୍ରହଣ କରି ଆସିଛନ୍ତି । ସାହିତ୍ୟ ସମାଜର ଆଇନା । ସ୍ରଷ୍ଟା ଡ଼ଃ ନିର୍ମଳ କୁମାର ନାୟକ ଜଣେ ବାସ୍ତବଧର୍ମୀ ସୃଷ୍ଟିକାର । ତାଙ୍କ ଲେଖନୀ ନିଃସୃତ ସୃଷ୍ଟି ଗୁଡିକ, ମାନବୀୟ ଗୁଣ, ସମ୍ପର୍କର ତାନାବାନା, ଐଶ୍ୱରୀୟ ସତ୍ତା, ପ୍ରକୃତିର ସୁନ୍ଦରତା,ଜୀବନର ମୂଲ୍ୟବୋଧ, ବାସ୍ତବତାର ଚରିତ୍ର ଚିତ୍ରଣ ଖୁବ ନିଖୁଣ ଭାବରେ ଜନ ମାନସକୁ ଭେଟି ଦେବାରେ ସ୍ପଷ୍ଟ ମାଧ୍ୟମ ସାଜିଛି । ଷଷ୍ଠ ପର୍ଯ୍ୟାୟର କବିତା ସଙ୍କଳନ “ଅତସୀ କୁସୁମ” ପଢିବା ଦ୍ୱାରା ଉପରୋକ୍ତ ସମସ୍ତ ତଥ୍ୟ ପ୍ରତି ଯେ କୌଣସି ଆଶଙ୍କା ରହିବନି ଏଥିରେ ସନ୍ଦେହ ନାହିଁ । ନିଜ ମାତୃଭୂମି ସହ ଦୀର୍ଘ ଦିନର ବ୍ୟବଧାନ ସତ୍ତ୍ୱେ ମାତୃଭାଷା ତଥା ମାତୃଭୂମି ପ୍ରତି ଅମୋଘ ସ୍ନେହ, ଶ୍ରଦ୍ଧା ଓ ମମତା ତାଙ୍କ ସୃଷ୍ଟି ମଧ୍ୟରୁ ଝଲସି ଥାଏ ।

ଆଶା ପୂର୍ବ ସମସ୍ତ ସଂକଳନ ଗୁଡିକ ଭଳି ଏହି ସଂକଳନ ମଧ୍ୟ ପାଠକୀୟ ଆଦର, ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହୋଇ ପାରିବ ।

ପ୍ରକାଶକ

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “Atasi Kusuma (Part: 6)”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×