-8%
Bajra Asha
₹185.00
ଚଳନ୍ତି ସମୟର ଭିନ୍ନ ଏକ ଲେଖନୀର ସ୍ୱର ଯୁବକବି ଅନୀଲ କୁମାର ପ୍ରଧାନ, ୧୧/୦୩/୧୯୯୭ ମସିହାରେ ପିତା ଅକୃର ପ୍ରଧାନ ଓ ମାତା ଅନୁସୂୟା ପ୍ରଧାନଙ୍କ କୋଳମଣ୍ଡନ କରନ୍ତି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମହାଲିକପଡ଼ା ଗ୍ରାମରେ ।
କିଶୋର ଅବସ୍ଥାରୁ କବିତା, ଗଳ୍ପ ପ୍ରତି ଥିବା ଦୁର୍ବଳ ମନୋଭାବ ଆଜି ବିପୁଳ ଜନାଦୃତ ହୋଇ ପାରିଛି ଓଡିଶାର ବିଭିନ୍ନ ପତ୍ର-ପତ୍ରିକାରେ । ଏଥି ସହ ସର୍ବଦା ସମାଜ ମଙ୍ଗଳ ତଥା ସମାଜର ବାସ୍ତବବାଦୀ ଚିତ୍ର ଚରିତ୍ର ଓ ପ୍ରକୃତିକୁ ନେଇ କଲମ ଚାଳନା କରିବାରେ ସେ ସଦା ସର୍ବଦା ପ୍ରୟାସରତ । କବିଙ୍କ “ଆଶାଲିପି”-ଏକ କବିତା ପୁସ୍ତକ ୨୦୨୨ ମସିହାରେ ପ୍ରକାଶିତ ହୋଇ ବେଶ୍ ପାଠକୀୟ ଆଦୃତି ଲାଭ କରିସାରିଛି । ଏହି “ବଜ୍ରଆଶା” କବିତା ସଂକଳନରେ ଭରି ରହିଛି “ବଜ୍ରଲିପି” ଓ “ଆଶାଲିପି ” ଭଳି ଦୁଇ ଭିନ୍ନ ପର୍ବର ସ୍ୱାଦ ।
ପ୍ରକାଶକ
Reviews
There are no reviews yet.