EMAIL: info@jecpublication.com PHONE: +91 8416955630
Add to Wishlist
-8%

Bajra Asha

185.00

ଚଳନ୍ତି ସମୟର ଭିନ୍ନ ଏକ ଲେଖନୀର ସ୍ୱର ଯୁବକବି ଅନୀଲ କୁମାର ପ୍ରଧାନ, ୧୧/୦୩/୧୯୯୭ ମସିହାରେ ପିତା ଅକୃର ପ୍ରଧାନ ଓ ମାତା ଅନୁସୂୟା ପ୍ରଧାନଙ୍କ କୋଳମଣ୍ଡନ କରନ୍ତି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମହାଲିକପଡ଼ା ଗ୍ରାମରେ ।

କିଶୋର ଅବସ୍ଥାରୁ କବିତା, ଗଳ୍ପ ପ୍ରତି ଥିବା ଦୁର୍ବଳ ମନୋଭାବ ଆଜି ବିପୁଳ ଜନାଦୃତ ହୋଇ ପାରିଛି ଓଡିଶାର ବିଭିନ୍ନ ପତ୍ର-ପତ୍ରିକାରେ । ଏଥି ସହ ସର୍ବଦା ସମାଜ ମଙ୍ଗଳ ତଥା ସମାଜର ବାସ୍ତବବାଦୀ ଚିତ୍ର ଚରିତ୍ର ଓ ପ୍ରକୃତିକୁ ନେଇ କଲମ ଚାଳନା କରିବାରେ ସେ ସଦା ସର୍ବଦା ପ୍ରୟାସରତ । କବିଙ୍କ “ଆଶାଲିପି”-ଏକ କବିତା ପୁସ୍ତକ ୨୦୨୨ ମସିହାରେ ପ୍ରକାଶିତ ହୋଇ ବେଶ୍ ପାଠକୀୟ ଆଦୃତି ଲାଭ କରିସାରିଛି । ଏହି “ବଜ୍ରଆଶା” କବିତା ସଂକଳନରେ ଭରି ରହିଛି “ବଜ୍ରଲିପି” ଓ “ଆଶାଲିପି ” ଭଳି ଦୁଇ ଭିନ୍ନ ପର୍ବର ସ୍ୱାଦ ।

ପ୍ରକାଶକ

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “Bajra Asha”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×