EMAIL: info@jecpublication.com PHONE: +91 8416955630
Add to Wishlist
-20%

Daria Hrudaya

160.00

ସୌଦାମିନୀ  ତ୍ରିପାଠୀ ଜଣେ ସ୍ୱନାମଧନ୍ୟା ସୁ ପ୍ରତିଷ୍ଠିତା ସୁଲେଖିକା, କବୟିତ୍ରୀ, ସମାଜସେବୀ, ଆଧ୍ୟାତ୍ମିକ ବାଦୀ, ସୁଚିନ୍ତାଧାରୀ ସାହିତ୍ୟ ସେବୀ ଓ  ପରୋପକାରୀ  ସହାନୁଭୂତି  ହୃଦୟା ସମ୍ବଳିତା ଆଦର୍ଶ ମହିଳା ହିସାବରେ ପରିଚିତା l ସାହିତ୍ୟ ସାଧନାରେ ବ୍ରତୀ ହୋଇ ସମାଜରେ ଶିକ୍ଷାର ପ୍ରତିଛବିରେ ସୁନ୍ଦର ସଚେତନ ମୂଳକ ଲେଖା ପ୍ରତିପାଦନ କରି ସାହିତ୍ୟ ସେବିକା ହିସାବରେ ଗୌରବାନ୍ବିତ ହୋଇଛନ୍ତି l ସୁଲେଖକ ଆଧ୍ଯାତ୍ମବାଦୀ ପଣ୍ଡିତ ସମାଜସେବୀ ପିତାଙ୍କର ଆଦର୍ଶ ପ୍ରଭାବରେ ପ୍ରଭାବିତ ହୋଇ ବିଦ୍ଯାଳୟ ମହାବିଦ୍ୟାଳୟରୁ ମଧ୍ଯ ସାହିତ୍ଯ ଜରିଆରେ ସମାଜର ପାରମ୍ପରିକ ,ପାରିପାର୍ଶ୍ବିକ କଳୁଷିତ ପରିବେଶର ପରିବର୍ତ୍ତନରେ ଇଛା ରଖି ସମାଜର ନିଚ୍ଛକ ସତ୍ଯ ସାମ୍ନା ଆଣିବାରେ ଲକ୍ଷ୍ଯ ରଖି ଉଚ୍ଚ ଅଭିଳାଷ ରଖି ମନର ପ୍ରତିକ୍ରିୟାକୁ ଲେଖନୀ ଚାଳନା ଦ୍ବାରା ଅନନ୍ଯ ଲେଖାଗୁଡିକ ସୃଷ୍ଟି କରି ଚାଲିଛନ୍ତି । ସରଳ ସାବଲୀଳ ମନଛୁଆଁ ମାତୃଭାଷାକୁ ସମ୍ବଳିତ କରି ସାହିତ୍ଯକୁ ସମ୍ମାନିତ କରି ବଞ୍ଚାଇ ରଖିବା ଓ ପ୍ରତିଟି ଗଳ୍ପ ଜରିଆରେ ସମାଜକୁ ବାର୍ତ୍ତା ଦେବା ଏହାର ମୂଳ ଲକ୍ଷ୍ଯ । ଲେଖା ଜରିଆରେ ସମାଜରେ ସଂସ୍କୃତି, ବୃଦ୍ଧବୟଃ, ଶିଶୁମାନଙ୍କର ଯଥୋଚିତ ବିକାଶ , କନ୍ଯା ସଂରକ୍ଷଣ,ନାରୀ ମାନଙ୍କର ଯଥା ସମ୍ମାନ ଓ ପ୍ରଗତି, ଅବହେଳିତ ଅନାଥ ମାନଙ୍କର ଶୋଷଣରୁ ରକ୍ଷା ଓ ଭବିଷ୍ୟତ ପ୍ରତି ସାବଧାନତା ଆଦି ସମସ୍ୟାରେ ଚିନ୍ତିତ ହୋଇ ସାହିତ୍ୟ ଜରିଆରେ ସୁଧାର ଚାହିଁ ଲେଖନୀ ଚାଳନା କରିଥାନ୍ତି l

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “Daria Hrudaya”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×