EMAIL: info@jecpublication.com PHONE: +91 8416955630
Add to Wishlist

Kabitare Nariprativa

159.00

ISBN:- 978-93-6976-500-3

Author:- Simanchal Pradhan

No of Pages – 123

Usually dispatched in 2 to 3 days
Safe & secure checkout
Category:

ଶ୍ରୀ ସୀମାଂଚଳ ପ୍ରଧାନ,ଭଞ୍ଜ ବିହାରରେ ପଢିଲା ସମୟରେ ସ୍ୱର୍ଗତ ପ୍ରଫେସର ଡକ୍ଟର ସୁଦର୍ଶନ ଆଚାର୍ଯ୍ୟଙ୍କ ଠାରୁ ପ୍ରେରଣା ପାଇ ସମାଲୋଚନା ଗ୍ରନ୍ଥରେ ମନୋନିବେଶ କଲେ। ପ୍ରାଧ୍ୟାପକରୁ ଅବସର ନେଲାପରେ ସେ କବି‌ ଭାବରେ ଜୀବନ ବିତାଉଛନ୍ତି। ତାଙ୍କ ରଚିତ ଗ୍ରନ୍ଥ ମଧ୍ୟରେ ସମାଲୋଚନା ‌ତରଙ୍ଗ, ଓଡ଼ିଆଣୀର‌ଦିନଚର୍ଯ୍ୟା ଅନ୍ୟତମ।
ସେ ୩୦ ଖଣ୍ଡ ପୁସ୍ତକ ରଚନା କରି ଲୋକ ଲୋଚନକୁ
ଆସି ପାରିଛନ୍ତି। ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ କବିତାରେ ଦିବସ, କବିତାରେ ପରବ, କବିତାରେ ଶାସକ, କବିତାରେ ପାଦ ଚିହ୍ନ, କବିତାରେ ନାଟ୍ୟକାର ହେଉଛି ଅନ୍ତର୍ଭୁକ୍ତ। ଠାକୁରେତାଙ୍କର ମଙ୍ଗଳ କରନ୍ତୁ, ଏହାହିଁ ମୋର ଏକମାତ୍ର
ପ୍ରାର୍ଥନା।

Reviews

There are no reviews yet.

Be the first to review “Kabitare Nariprativa”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×