EMAIL: info@jecpublication.com PHONE: +91 8416955630
Add to Wishlist

Madhuchhandanka Diary

169.00

ISBN-978-93-6175-938-3

ସ୍ୱତନ୍ତ୍ର ଭାଷା ରୂପେ ଆମ ଭାଷା କୁ ମାନ୍ୟତା ମିଳିବା ପରେ ଲକ୍ଷାଧିକ ଭାଷାପ୍ରେମୀ ଭାଷା ର ଉନ୍ନତ୍ତି ପଥେ ଜୀବନ ଜଳାଞ୍ଜଳି ଦେଇ ଓଡ଼ିଆ ଜାତିର ମାନ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବାରେ ଆପ୍ରାଣେ ପ୍ରୟାସ ଜାରି ରଖିବାରେ ଅକଥ ପ୍ରଚେଷ୍ଠା କରିଥିଲେ । ସେହି ମହାମନୀଷୀ ଙ୍କ ପଦାଙ୍କ ଅନୁସରଣ କରି ବାଣୀ ଭଣ୍ଡାର ର ଶ୍ରୀ ବୃଦ୍ଧି କରିବାରେ ଯତ୍ କିଞ୍ଚିତ ପ୍ରୟାସ କରିଛନ୍ତି ଆମର ପ୍ରିୟ ବସ୍ତବବାଦୀ କଥାକାର, ପ୍ରାବନ୍ଧିକ, ଔପନାସିକ, ଲେଖକ, କବି ଡ଼ଃ.ନିର୍ମଳ ନାୟକ । ୧୯୬୫ ମସିହା ଜାନୁୟାରୀ ପନ୍ଦର ତାରିଖ କେନ୍ଦ୍ରାପଡ଼ା ଜିଲ୍ଲା ର କଅଁରପୁର ପଲ୍ଲୀ ଗ୍ରାମ ରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଅନ୍ନ ସଂସ୍ଥାନ ପାଇଁ ସୁଦୂର ମହାରାଷ୍ଟ୍ର ପ୍ରଦେଶରେ ନାଗପୁର ରେ ଚାଳିଶ ବର୍ଷ ରୁ ଅଧିକ ସମୟ ରୁ ଅବସ୍ଥାନ କରିଆସୁଛନ୍ତି, ମାଟି ର ମୋହ, ଭାଷାର ପ୍ରେମ, ଜାତି ର ଗୌରବ ଅକ୍ଷୁର୍ଣ ରଖିବାରେ ମନ, ପ୍ରାଣ, ବୁଦ୍ଧି, ବିବେକ, ସମସ୍ତ ଅଜାଡି ଦେଇଛନ୍ତି । ତାଙ୍କ ପୂର୍ବ ରଚିତ ଗଳ୍ପମାଳା, କାବ୍ୟ ମାଳା ଜନାଦୃତ ଲାଭ କରିଛି, ଏହି ଅନନ୍ୟ ଉପନ୍ୟାସ ମଧୁଛନ୍ଦାଙ୍କ ଡାଏରୀ ର ପୃଷ୍ଟଭୂମି ହସ, କାନ୍ଦ, ସୁଖ, ଦୁଃଖ, ମିଳନ, ବିଛେଦ, କରୁଣ କଥା, ସମାଜସେବା,ତ୍ୟାଗ,ବଳିଦାନ,ସମର୍ପଣ,ଭାଇଚାରା ର ଏକ ଜ୍ୱଳନ୍ତ ନିଦର୍ଶନ, ଲୋକପ୍ରିୟତା ଲାଭ କରୁ, ପ୍ରଭୁଙ୍କର ଚରଣ କମଳ ରେ ଭକ୍ତିପୂତ ନମନ ।

ପ୍ରକାଶକ

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “Madhuchhandanka Diary”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×