EMAIL: info@jecpublication.com PHONE: +91 8416955630
Add to Wishlist

Niyati Nihar (part: 2)

149.00

ISBN-978-93-6175-952-9

ବାସ୍ତବବାଦୀ କବି, କଥାକାର, ପ୍ରାବନ୍ଧିକ, ଔପନାସିକ ଡ଼ଃ. ନିର୍ମଳ କୁମାର ନାୟକ ଏକ ନିଚ୍ଛକ ପଲ୍ଲୀ ଗ୍ରାମ କଅଁରପୁର, ଆଳି, କେନ୍ଦ୍ରାପଡ଼ା ଜିଲ୍ଲା ଓଡିଶା ଭୂଖଣ୍ଡରେ ପନ୍ଦର ଜାନୁୟାରୀ ଉଣେଇଶ ପଞ୍ଚସଠି ମସିହାରେ ସ୍ବର୍ଗତ ନଟବର ନାୟକ ଏବଂ ସ୍ବର୍ଗତା ସରସ୍ବତୀ ନାୟକଙ୍କ କୋଳ ମଣ୍ଡନ କରିଥିଲେ । ସାହିତ୍ୟପ୍ରତି ଅହେତୁକ ଆଗ୍ରହ ସହ ଭଲ ପାଇବା ତାଙ୍କୁ ଭେଟିଦିଏ ସମାଜର ବିଭନ୍ନ କୋଣଅନୁକୋଣର ଘଟଣା ସହ ଦୁର୍ଘଟଣା । ସେସବୁକୁ କେବଳ ଦେଖି ଭୁଲିଯିବା, ଗାଳ୍ପିକଙ୍କ ପକ୍ଷରେ ସମ୍ଭବ ହୋଇନଥାଏ । କଲମ ମୁନରେ ଉତାରି ସମାଜକୁ ବିଭିନ୍ନ ବାର୍ତ୍ତା ଦେବା ସହ ସୁଧାରିବାରେ ଗାଳ୍ପିକଙ୍କର ରହିଛି ଅନନ୍ୟ କୃତୀ । ପୂର୍ବରୁ ନିୟତି ନିହାର ଗଳ୍ପ ସଂକଳନର ପ୍ରଥମ ଭାଗଟି ପ୍ରକାଶ ପାଇସାରିବା ପରେ ବର୍ତ୍ତମାନ ସେ ଭେଟି ଦେଉଛନ୍ତି ନିୟତି ନିହାରର ଅନ୍ୟ ଏକ ସ୍ୱତନ୍ତ୍ର ଭାଗ । ଯେଉଁଥିରେ ରହିଛି ସମାଜ ସଂସ୍କାର ମୂଳକୁ ବିଭିନ୍ନ ଦିଗର ଭିନ୍ନ ଭିନ୍ନ ଗଳ୍ପ । ଆଶା ପୂର୍ବ ପ୍ରକାଶିତ ସମସ୍ତ କବିତା, ଗଳ୍ପ, ଉପନ୍ୟାସ ପୁସ୍ତକ ପରି ନିୟତି ନିହାରର ଦ୍ୱିତୀୟ ଭାଗ ଖୁବ୍ ପାଠକୀୟ ଆଦୃତି ଲାଭ କରିବ ।
ପ୍ରକାଶକ

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “Niyati Nihar (part: 2)”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×