EMAIL: info@jecpublication.com PHONE: +91 8416955630
Add to Wishlist

Pathara Manisa

119.00

ISBN NO:-978-93-5850-867-3

ମାନସ ସେଠୀ ଓଡ଼ିଆ ଗଳ୍ପ ସାହିତ୍ୟରେ ନବାଗତ । ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର କରୁଛନ୍ତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ । ପିଲାଟି ଦିନରୁ ସାହିତ୍ୟ ପ୍ରତି ଥିବା ରୁଚି ତାଙ୍କୁ ବାଧ୍ୟ କରିଥିଲା ଲେଖନୀ ଚାଳନା ପାଇଁ। ସେ ଯଦିଓ କବିତା, ନାଟକ ଲେଖନ୍ତି ଗଳ୍ପ ତାଙ୍କର ପ୍ରଥମ ପସନ୍ଦ । ବାଲେଶ୍ବର ଜିଲ୍ଲା , ଜଳେଶ୍ଵର ବ୍ଲକ୍ ଓଲମରା ତାଙ୍କ ପ୍ରିୟ ଗାଁ। ତାଙ୍କ ଲେଖାରେ ଝଟକି ଉଠୁଥିବା ଗାଉଁଲିଆ କଥା ଯେ ପାଠକର ହୃଦୟକୁ ଅଚିରେ ସଞ୍ଚରିଯିବ ଏଥିରେ ସନ୍ଦେହ ନାହିଁ। ‘ପଥର ମଣିଷ’ ତାଙ୍କର ପ୍ରଥମ ଗଳ୍ପ ସଂକଳନ । ଯୁବ ଗାଳ୍ପିକ ମାନସଙ୍କୁ ତାଙ୍କର ଏହି ଉପଲବ୍ଧି ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

 

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “Pathara Manisa”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×