EMAIL: info@jecpublication.com PHONE: +91 8416955630
Add to Wishlist

Prateekshya

139.00

ପୃଥିବୀର ପ୍ରତ୍ୟେକ ସାହିତ୍ୟ ରେ ସର୍ବପ୍ରଥମେ କବିତାର ହିଁ ଅୟଆରମ୍ଭ ଘଟିଛି । ଚର୍ଯ୍ୟାଗୀତିକା, ସାରଳା ଦାସଙ୍କ କାବ୍ୟ ରଚନା ଓ ପଞ୍ଚସଖା ଯୁଗର କାବ୍ୟ କବିତା ଠାରୁ ଆରମ୍ଭ କରି ଆଜିର ଅତ୍ୟାଧୁନିକ କବିମାନଙ୍କ ରଚନା ପର୍ଯ୍ୟନ୍ତ ଆମ ଓଡ଼ିଆ ଭାଷା ସାହିତ୍ୟ ହୃଷ୍ଟପୃଷ୍ଟ ଭାବେ ପରିପୁଷ୍ଟ। କବିତାରେ ସବୁ ସମ୍ଭବ କେତେବେଳେ ଫୁଲଗଛ କଥା କୁହେ ତ କେତେବେଳେ ପକ୍ଷୀଟିଏ ନୃତ୍ୟ କରେ। କେବେ ଝରଣା ଏଠି ଗୀତ ଗାଏ ତ କେବେ ପାହାଡ଼ ଏଠି ବାଦ୍ୟ ବଜାଏ। କେବେ ମୟୂର ଏଠି ଲୁଚକାଳି ଖେଳିବାରେ ଅଭ୍ୟସ୍ତ ଥାଏ ତ ପୁଣି କେବେ ଭଅଁର ବୀଣା ବଜାଏ ତ ଆଉ କେବେ ଗୋଲାପଟିଏ ହସୁ ଥାଏ। କବିତା ସାହିତ୍ୟ ହିଁ ଜନମାନସକୁ କରେ ମାର୍ଜିତ ଓ ବାଟ ଦେଖାଏ ନୂଆ ନୂଆ ଆଶା ଓ ସ୍ୱପ୍ନର ନଗର।

ଆଜି ଆମ ଚାଳିଶି କବିମାନଙ୍କ କଲମ ମୂନରେ ଗଢ଼ା ଆମର ପତ୍ରିକା “ପ୍ରତୀକ୍ଷା” କେବଳ ପୁସ୍ତକରେ ସୀମିତ ନ ରହି , ଏହା ସାରା ଦୁନିଆର ଓଡ଼ିଆ ପ୍ରେମୀ ମାନଙ୍କ ମାନସରେ ନୂତନ ଚିନ୍ତା ଓ ଚେତନା ଜାଗୃତ କରୁ ତଥା ନୂତନ ଲେଖକ, ଲେଖିକା ମାନଙ୍କ ପାଇଁ ପ୍ରେରଣା ସାଜି ସେମାନଙ୍କୁ ସାହିତ୍ୟ ଉନ୍ମୁଖୀ କରୁ ବୋଲି ଆମର ଆଶା ଓ ବିଶ୍ୱାସ ।

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “Prateekshya”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×