EMAIL: info@jecpublication.com PHONE: +91 8416955630
Add to Wishlist

Sashisena

139.00

ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପଣ୍ଡା ୧୯୯୦ ସାଲୁଁ ସମଲପୁରୀ ଆଉର ଓଡିଆରେ ଆକାଶବାଣୀର ସ୍ଵୀକୃତିପ୍ରାପ୍ତ ଗୀତିକାର ଆଆନ । ତାଁକର ଲେଖା ଗୀତିକବିତା,ରୂପକ ଆଉର ଗୀତିନାଟ୍ୟମାନେ ଆକାଶବାଣୀର ଅଲଗ ଅଲଗ ପ୍ରୋଗ୍ରାମମାନକେ ପ୍ରଚାରିତ ହଇ ଶ୍ରୋତାମାନକର ମନ ତନକେ ଚହଲେଇ ଦେଇ ମନୋରଞ୍ଜନ ଆଉର ଶିକ୍ଷାର ଖୁରାକ ଯୁଗେଇଛେ। ଇତାର ବାହାରେ ତାଁକର ଲେଖା କଥାନିମାନେ ଗଦ୍ୟ ସାହିତ୍ୟକେ ସମୃଦ୍ଧ କରବାରକେ ଚେଷ୍ଟା କରି ଆସୁଛେ।
ସମଲପୁର ଜିଲ୍ଲା ଧମା ଥାନା ବରଗାଁ ପଞ୍ଚାଏତ ରଢିଆପାଲି ଗାଆଁନେ ଦେବେନ୍ଦ୍ର ପଣ୍ଡା ଆଉର କମଲା ପଣ୍ଡାକଁର ପରୁହାଁ ପୁଓ ହିସାବେ ଜନମ ହେଇ ଅର୍ଥନୀତିରେ ସ୍ନାତକୋତ୍ତର ପାଶ କଲା ଉତାରୁ ୧୯୮୧ରୁ ୨୦୧୯ତକ ଭାରତୀୟ ଷ୍ଟେଟ ବେଙ୍କନ ଚାକିରି କରିଛନ। ଏଛେନ ସେ ଧନକଉଡ଼ା, ସମଲପୁରନ ରହିକରି ସାହିତ୍ୟ ସାଧନା କରୁଛନ। ତାଁକର ଲେଖା ସମ୍ବଲପୁରୀ ଗୀତିକବିତା ସଙ୍କଲନ “ଗଜରା”, ସମ୍ବଲପୁରୀ କଥାନି ସଙ୍କଲନ “ଭାଉ” ଆଉର ଓଡ଼ିଆ ଗୀତିକବିତା ସଙ୍କଲନ ” ମନ ବଇଁଶୀର ସ୍ବର” ପ୍ରକାଶିତ ହଇସାରିଛେ ।

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “Sashisena”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×