Smruti Darpana
₹129.00
ISBN NO:-978-93-6175-210-0
ସ୍ମୃତି ସବୁବେଳେ ଚିର ସବୁଜ । ସେ ମନ ରୂପକ ସବୁଜ ବନାନୀର ପର୍ଣ୍ଣ । କେବେ ଶୁଖେନି, କି ଗଛରୁ ଝଡ଼େନି । ଗଛଟି ଯେତିକି ବୟସ୍କ ହୁଏ ସେ ଅନୁଭୂତି ଆଉ ସ୍ମୃତିର ବୋଝରେ ସେତିକି ବାଙ୍ଗରା ହୁଏ, ନଇଁ ପଡ଼େ । ତା’ର ନଇଁବା ସ୍ଵାଭାବିକ ନୁହଁ; କିନ୍ତୁ ଅସ୍ଵାଭାବିକ ମଧ୍ୟ ନୁହେଁ । କିଛି ଅଭୁଲା ମୂହୁର୍ତ୍ତ ହିଁ ବୟସ୍କ ହେଉଥିବା ଶରୀର-ମନ-ହୃଦୟର ସଙ୍ଗାତ ହୋଇଯାନ୍ତି ବଦଳୁଥିବା ସମୟ ସହ । ସେସବୁର ପରିପ୍ରକାଶ ପାଇଁ ଆଜି ସମୟ କାହାପାଖରେ ଯେ ! ଆଉ ଶୁଣିବା ପାଇଁ ଧୈର୍ଯ୍ୟ କାହାଠିଁ ! ତେବେ ନିଜ ସ୍ମୃତି ଓ ଅନୁଭୂତିକୁ କାଳାତୀତ କରିବା ପାଇଁ ଏବଂ ସମସ୍ତଙ୍କ ପାଖରେ ପହଞ୍ଚେଇବା ପାଇଁ ଆମର ପ୍ରୟାସ ସ୍ମୃତି ଦର୍ପଣ ସଙ୍କଳନରେ ନିଜସ୍ୱ ଅନୁଭୂତି ନିଜ ଢଙ୍ଗରେ ଉପସ୍ଥାପନ କରିଛୁ ଆଶା ଆପଣ ମାନଙ୍କୁ ଭଲ ଲାଗିବ ।
Reviews
There are no reviews yet.