EMAIL: info@jecpublication.com PHONE: +91 8416955630
Add to Wishlist

Snigdha Arunima

139.00

ଶ୍ରୀମତୀ ସୁଦ୍ରୁମା ପଣ୍ଡା
ପିତା- ୰ଉଜ୍ଜ୍ୱଳ କୁମାର ଦାଶ
ମାତା- ୰ବସନ୍ତ କୁମାରୀ ଦାଶ
ସ୍ବାମୀ – ଶ୍ରୀଯୁକ୍ତ ସୁରେନ୍ଦ୍ର ମୋହନ ପଣ୍ଡା
ଜନ୍ମ ସ୍ଥାନ – ଦେଶପଥର୍ଲ୍ଲା (ବରଗଡ଼)
ବର୍ତ୍ତମାନ ରହଣୀ – ଭଟଲି ବରଗଡ଼

ଛୋଟ ବେଳୁ ସାହିତ୍ୟ ପ୍ରତି ରହିଆସିଥିବା ଅନୁରାଗ ପରବର୍ତ୍ତୀ ସମୟରେ କବିଙ୍କୁ କଲମ ଧରିବାରେ ସକ୍ଷମ କରାଇପାରିଛି । ପଢ଼ିବାର ପ୍ରବଳ ଆଗ୍ରହହିଁ ସାହିତ୍ୟ ଜଗତକୁ ପ୍ରବେଶ କରିବାର ବାଟ ଦେଖାଇଥିଲା । ତାଙ୍କଦ୍ୱାରା ଲିଖିତ ଅନେକ କବିତା, ଗଳ୍ପ, ପ୍ରବନ୍ଧ ଆଦି ବରାବର ଭାବରେ ଅନେକ ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ଆସୁଅଛି ।

ପୂର୍ବ ପ୍ରକାଶିତ ପୁସ୍ତକ ଗୁଡିକ –
ଅନ୍ତରର ଭାଷା- (କବିତା ସଙ୍କଳନ -୨୦୧୬ରେ)
ଶ୍ରୀ ଦଧିବାମନ ଲୀଳାମୃତ- (କାବ୍ୟ -୨୦୨୧ରେ)
ଶ୍ରୀ ଦଧିବାମନ ଙ୍କ ଗମ୍ଭିରୀ ବିଜେ-(ଖଣ୍ତ କାବ୍ୟ-୨୦୨୧ର)
ଏବଂ ଆହୁରି ଅନେକ କୃତି ପ୍ରକାଶ ଅପେକ୍ଷାରେ ।

ଆଶା ପୂର୍ବ ପ୍ରକାଶିତ ପୁସ୍ତକ ଗୁଡିକ ଭଳି ଏହି ସ୍ନିଗ୍ଧା ଅରୁଣିମା ସଭିଙ୍କ ହୃଦୟକୁ ଛୁଇଁ ପାରିବ ।

ପ୍ରକାଶକ

Usually dispatched in 2 to 3 days
Safe & secure checkout
Category:

Reviews

There are no reviews yet.

Be the first to review “Snigdha Arunima”

Your email address will not be published. Required fields are marked *

Select the fields to be shown. Others will be hidden. Drag and drop to rearrange the order.
  • Image
  • SKU
  • Rating
  • Price
  • Stock
  • Availability
  • Add to cart
  • Description
  • Content
  • Weight
  • Dimensions
  • Additional information
Click outside to hide the comparison bar
Compare
    0
    Your Cart
    Your cart is emptyReturn to Shop
    ×