Kabitare Natyakara
₹159.00
ଡ଼କ୍ଟର ସୀମାଞ୍ଚଳ ପ୍ରଧାନ ଏକାଧାରରେ ଜଣେ ସମାଲୋଚକ ଓ କବି। ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କ ଦାନ ଅତୁଳନୀୟ। ତାଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ ସମାଲୋଚନା ତରଙ୍ଗ, କବିତାରେ ଦିବସ, ଓଡ଼ିଆଣୀର ଦିନଚର୍ଯ୍ୟା, କବିତାରେ ବାର୍ତ୍ତା, କବିତାରେ ପରବ, କବିତାରେ ଜଗନ୍ନାଥ ,କବିତାରେ ସୁରଭି ହେଉଛି ଅନ୍ୟତମ। ସେ ନିରୋଗ ରହନ୍ତୁ ,ପ୍ରଭୁ ଜଗନ୍ନାଥଙ୍କ ଠାରେ ମୋର ଏତିକି ପ୍ରାର୍ଥନା।

Raga Biplabini
₹159.00
ଲୁହ ଲହୁକୁ ନିତିଦିନ ମିଶାଣ ଫେଡାଣ କରି ଜୀବନକୁ ଆଗକୁ ଆଗକୁ ବାଟ ଦେଖାଉଥିବା ମଣିଷଟିଏ । ଜଣେ ସୁଦକ୍ଷା ଔପନ୍ୟାସିକା ଏବଂ ନିପୁଣ କବୀ ଭାବରେ ଯେତିକି ପରିଚିତ, ବୋଧହୁଏ ତହିଁରୁ ଅଧିକ ଜଣେ ସମାଜସେବୀ ଭାବରେ ବେଶ୍ ଜଣାଶୁଣା । ନିତି ପ୍ରତି ଲୁହକୁ ପୋଛି ନିଜର ଆତ୍ମ ସନ୍ତୋଷ ଲାଭ କରୁଥିବା ମହିୟସୀ ନାରୀ ଡ.ଜୟନ୍ତୀ ଜେନା । ନା ମୋହ ନା ମୋହ ଭିତରେ ବାନ୍ଧି ହେବାର ବାସନା ତାଙ୍କୁ ସ୍ପର୍ଶ କରି ପାରିଛି । ଜୀବନ ଆଉ ଜୀବନ ରାସ୍ତାକୁ ଠଉରେଇ ଆଗକୁ ଆଗକୁ ଚାଲିବାର ଅନ୍ୟନାମ ଡ.ଜୟନ୍ତୀ ଜେନା ।
ଜଣେ ବାସ୍ତବବାଦୀ ଔପନ୍ୟାସିକା ଭାବେ ପ୍ରାୟତଃ ଆଗଧାଡିରେ ତାଙ୍କର ସ୍ଥାନରହିଛି । ପ୍ରତିଟି ଶବ୍ଦ କଥା କୁହା ଜୀବନ୍ତ ଉପନ୍ୟାସ । ବେଳେବେଳେ ହୃଦୟକୁ ଥରେଇ ଦେଉଥିବା ତାଙ୍କ ଲେଖାରେ ବାସ ପରିସ୍ଫୁଟ ହୋଇଥାଏ । ନୀରବ ମନର ଅକୁହା କଥାକୁ ବିଶ୍ଳେଷଣ କରି ଚାଲନ୍ତି ସେ । ତାଙ୍କ ସୃଷ୍ଟି କେବଳ ଉପନ୍ୟାସରେ ସିମୀତ ନୁହଁ ବରଂ ଜଣେ କବୀ ଯାହାଙ୍କ ଶଦ୍ଦ ଗୁଡ଼ିକ ଆନ୍ଦୋଳନ ସୃଷ୍ଟି କରେ ଆଉ କେବେ କେବେ ହୃଦୟକୁ ତରଳାଇ ମଧ୍ୟ ଦେବାର ନଜିର୍ ରହିଛି ।
ଅଶ୍ଳିଳତା ସ୍ପର୍ଶ କରିନି ତାଙ୍କର ଲେଖନୀକୁ । ସେଥିପାଇଁ ବୋଧହୁଏ ପ୍ରତ୍ୟେକ ବର୍ଗର ଜନତା ଉପକୃତ ହୋଇଥାନ୍ତି ତାଙ୍କ ସୃଷ୍ଟିରେ । ତାଙ୍କର ଅନନ୍ୟ ଉପନ୍ୟାସ ଭିତରେ ମୋତିଫୁଲ, ନିଶବ୍ଦ ଅନ୍ଧାର, ସିମନ୍ତିନୀ, ସାଗର କୂଳେ ଦିନେ, ଭଙ୍ଗାସିଲଟ, ଶେଷ ଫଗୁଣର କଥା ବେଶ୍ ଜୀବନ୍ତ ଏବଂ ପାଠକୀୟ ଶ୍ରଦ୍ଧା ସାଉଁଟିବା ପରେ ପରେ ବର୍ତ୍ତମାନର ଉପନ୍ୟାସ "ରାଗ ବିପ୍ଲବିନୀ"।
ପ୍ରକାଶକ